অর্থ : କାମରେ ଆସିବା ବା ଲାଗିବା
উদাহরণ :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
সমার্থক : ଦରକାର ହେବା, ବ୍ୟବହାର ହେବା, ଲାଗିବା
অন্যান্য ভাষায় অনুবাদ :
অর্থ : କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ
উদাহরণ :
ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା
সমার্থক : ଖର୍ଚ୍ଚହୋଇଯିବା, ବ୍ୟୟହେବା
অন্যান্য ভাষায় অনুবাদ :