অর্থ : ଯେଉଁ ବହୁତ ବଡ଼ ଚୁଲି ଉପରେ ଆଖୁ ରସକୁ ରାନ୍ଧି ଗୁଡ଼ ପ୍ରସ୍ତୁତ କରାଯାଏ
উদাহরণ :
ରାମଧାରୀ ଖନ୍ଦାଉପରେ ବସିଥିବା କଡ଼େଇରେ ଆଖୁ ରସ ଢାଳୁଛି
সমার্থক : ବଡ଼ଚୁଲି
অন্যান্য ভাষায় অনুবাদ :
অর্থ : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
উদাহরণ :
ସେ ଚୁଲିରେ ଚା’ ବସେଇଛି
সমার্থক : ଚୁଲା, ଚୁଲି, ରନ୍ଧନଗର୍ତ୍ତ
অন্যান্য ভাষায় অনুবাদ :