অর্থ : ଯାହାକୁ କଟାଯାଇପାରେ ବା ଯାହାର ଖଣ୍ଡନ ହୋଇପାରିବ
উদাহরণ :
ଆପଣଙ୍କ କଥା ଖଣ୍ଡନୀୟ
সমার্থক : କାଟ୍ୟ
অন্যান্য ভাষায় অনুবাদ :
অর্থ : ଯାହାକୁ ଖଣ୍ଡ ବା ଟୁକୁରା କରାଯାଇପାରିବ
উদাহরণ :
ଖାଲି ଆଖିରେ ଦେଖାଯାଉଥିବା ସବୁ ଜିନିଷ ଖଣ୍ଡନୀୟ
অন্যান্য ভাষায় অনুবাদ :
Capable of being broken or damaged.
Earthenware pottery is breakable.