অর্থ : କୌଣସି ବିଶେଷ ସ୍ଥିତିରେ ଡାହାଣ ବା ବାଁରେ ଥିବା ପରିସର
উদাহরণ :
ଶ୍ୟାମ ମୋ କଡ଼ରେ ବସିଗଲା
অন্যান্য ভাষায় অনুবাদ :
A place within a region identified relative to a center or reference location.
They always sat on the right side of the church.অর্থ : କୌଣସି ବସ୍ତୁର ସେହି ଭାଗ ଯେଉଁଠାରେ ତାହାର ଲମ୍ବ ବା ଓସାର ସମାପ୍ତ ହୋଇଥାଏ
উদাহরণ :
ଏ ଥାଳିର ଫନ୍ଦ ବହୁତ ପତଳା
অন্যান্য ভাষায় অনুবাদ :
অর্থ : ହାତ ବା କରପାଖଦେଇ ଶୋଇରହିବାର ସ୍ଥିତି ବା ମୁଦ୍ରା
উদাহরণ :
ସେ ରାତି ତମାମ କଡ଼ ବଦଳାଉଥିଲା
অন্যান্য ভাষায় অনুবাদ :