অর্থ : ଶିଶୁମାନେ ଗରମରୁ ସୁରକ୍ଷା ପାଇବାଲାଗି ଦେଖାଶୁଣା କରିବା ଏବଂ ଏଥିନେଇ କ୍ରିୟାକଳାପର ବ୍ୟବସ୍ଥା କରାଯାଇଥିବା କ୍ଷେତ୍ର
উদাহরণ :
ଆମ ସ୍କୁଲର ପିଲେ କ୍ୟାମ୍ପକୁ ଯାଉଛନ୍ତି
সমার্থক : କ୍ୟାଂପ
অন্যান্য ভাষায় অনুবাদ :
Temporary lodgings in the country for travelers or vacationers.
Level ground is best for parking and camp areas.অর্থ : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
উদাহরণ :
ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
অন্যান্য ভাষায় অনুবাদ :
অর্থ : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
উদাহরণ :
ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
অন্যান্য ভাষায় অনুবাদ :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment