অর্থ : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
উদাহরণ :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
সমার্থক : ଶକ୍ତି
অন্যান্য ভাষায় অনুবাদ :
The power or right to give orders or make decisions.
He has the authority to issue warrants.অর্থ : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
উদাহরণ :
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
সমার্থক : ଆଧିପତ୍ୟ, ପ୍ରଭୁତ୍ୱ, ଶାସନ, ସତ୍ତା
অন্যান্য ভাষায় অনুবাদ :
The power or right to give orders or make decisions.
He has the authority to issue warrants.অর্থ : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
উদাহরণ :
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
সমার্থক : ଉପଯୁକ୍ତତା, ପରଖ, ଯୋଗ୍ୟତା, ସାମର୍ଥ୍ୟ
অন্যান্য ভাষায় অনুবাদ :
ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।
प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।An attribute that must be met or complied with and that fits a person for something.
Her qualifications for the job are excellent.অর্থ : କିଛି ଧାରଣ କରିବାର ଯୋଗ୍ୟତା ବା ଶକ୍ତି
উদাহরণ :
ଏହି ସିନେମା ଘରର ଧାରଣ କ୍ଷମତା ପାଞ୍ଚଶହ
সমার্থক : ଧାରଣ କ୍ଷମତା
অন্যান্য ভাষায় অনুবাদ :
The quality of being capable -- physically or intellectually or legally.
He worked to the limits of his capability.