অর্থ : ସୁକୁମାର ବା ନମ୍ର ଅବସ୍ଥା ବା ଭାବ
উদাহরণ :
ରାମ, ଲକ୍ଷ୍ମଣ ଓ ସୀତାଙ୍କ ନରମ ସ୍ୱଭାବ ଦେଖି ବନବାସୀମାନଙ୍କର ତାଙ୍କ ଉପରେ ଦୟା ଆସୁଥିଲା
সমার্থক : ନମ୍ରତା, ନରମ ସ୍ୱଭାବ, ସୁକୁମାରତା
অন্যান্য ভাষায় অনুবাদ :
The quality of being beautiful and delicate in appearance.
The daintiness of her touch.অর্থ : ସଙ୍କଟମୟ ବା ଅଦୃଢ ହେବାର ଅବସ୍ଥା ବା ଭାବ
উদাহরণ :
ସହଜରେ ଭାଙ୍ଗିଯାଉଥିବା ଜିନିଷ ନିଜ କୋମଳତାର ପରିଚୟ ଦିଏ
অন্যান্য ভাষায় অনুবাদ :