অর্থ : ଇଟା,ପଥର,କାଠଆଦି ଦ୍ୱାରା ପ୍ରାୟ ସ୍ଥାୟୀ ରୂପରେ ପ୍ରସ୍ତୁତ ଏପରି କୌଣସି ନିର୍ମାଣ ଯେଉଁଥିରେ ଛାତ ଓ ପାଚେରିଥାଏ ଏବଂ ଯାହା ବାସ୍ତୁର ଅନ୍ତର୍ଗତ ହୋଇଥାଏ
উদাহরণ :
ଏହି ଭବନ ନିର୍ମାଣପାଇଁ ତିନି ବର୍ଷ ଲାଗିଗଲା
সমার্থক : ବିଲ୍ଡ଼ିଙ୍ଗ୍, ଭବନ
অন্যান্য ভাষায় অনুবাদ :
অর্থ : ଘରର ଉପରି ଭାଗ ଯାହା ଅନୁଚ୍ଚ କାନ୍ଥଦ୍ୱାରା ଘେରା ହୋଇଥାଏ
উদাহরণ :
ପିଲାମାନେ କୋଠା ଉପରେ ଖୁସିରେ ଡିଆଁଡେଇଁ କରୁଛନ୍ତି
অন্যান্য ভাষায় অনুবাদ :