অর্থ : କୌଣସି ଅବସରରେ
উদাহরণ :
ମୁଁ କେବେ ବି ଆପଣଙ୍କ କାମରେ ଆସିବି
সমার্থক : କେତେବେଳେ, କୌଣସି ଅବସରରେ, କୌଣସି ସମୟରେ
অন্যান্য ভাষায় অনুবাদ :
অর্থ : କେବେ ନୁହେଁ ବା ଶତପ୍ରତିଶତ କୌଣସି ସମୟରେ ବି ନୁହେଁ
উদাহরণ :
ମୁଁ କେବେ ଖରାପ କାମ କରିବି ନାହିଁତୁମେ ମିଛ କହୁଛ ବୋଲି ମୁଁ କେବେ କହିଲି?
অন্যান্য ভাষায় অনুবাদ :
कभी नहीं या शत-प्रतिशत किसी भी समय नहीं।
मैं गलत काम कभी नहीं करूँगा।