অর্থ : ବଂଶରେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି
উদাহরণ :
ରାମ ରଘୁବଂଶର କୁଳଭୂଷଣ ଥିଲେ
সমার্থক : କୁଳଚୂଡ଼ାମଣି, କୁଳଭୂଷଣ, କୁଳଶ୍ରେଷ୍ଠ
অন্যান্য ভাষায় অনুবাদ :
অর্থ : ନିଜ କୁଳ, ଜାତି, ପରିବାର ଆଦିର କୀର୍ତ୍ତି, ଯଶ ବା ଶୋଭା ବଢ଼ାଉଥିବା ବ୍ୟକ୍ତି
উদাহরণ :
କୁଳତିଳକ ସାରା ସମାଜପାଇଁ ପ୍ରେରକ ହୁଅନ୍ତି
সমার্থক : ବଂଶଗୌରବବର୍ଦ୍ଧକ
অন্যান্য ভাষায় অনুবাদ :