অর্থ : କୁବ୍ୟସନ କରିବା ବ୍ୟକ୍ତି ବା ଯାହାର କିଛି ଖରାପ ଅଭ୍ୟାସ ରହିଛି
উদাহরণ :
ତୁମେ ତା ସାଙ୍ଗ ଛାଡ଼ି ଦିଅ, କାରଣ ସେ ଜଣେ କୁବ୍ୟସନୀ
সমার্থক : ଦୁର୍ବ୍ୟସନୀ, ବ୍ୟସନୀ
অন্যান্য ভাষায় অনুবাদ :
कुव्यसन करनेवाला या जिसमें कोई बुरी लत हो।
तुम उसका साथ छोड़ दो,क्योंकि वह कुव्यसनी है।