অর্থ : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
উদাহরণ :
କଂସେଇ ଛେଳିର ଚମଡା ଉତାରୁଛି
অন্যান্য ভাষায় অনুবাদ :
Peel off the outer layer of something.
peel offঅর্থ : କୋଷ, ଥଳି ଆଦିରୁ କୌଣସି ବସ୍ତୁକୁ ଜଲ୍ଦି ବା ଏକ ଝଟକାରେ ବାହାରକୁ ବାହାର କରିବା
উদাহরণ :
ରାଜା ଖୋଳରୁ ତଲବାର କାଢ଼ିଲେ
সমার্থক : ବାହାର କରିବା
অন্যান্য ভাষায় অনুবাদ :
Move or pull with a sudden motion.
twitchঅর্থ : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
উদাহরণ :
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
সমার্থক : ବାହାର କରିବା
অন্যান্য ভাষায় অনুবাদ :