অর্থ : ଯେଉଁ ଉପକରଣକୁ ପାତ୍ର ମୁହଁରେ ରଖିକରି କୌଣସି ତରଳ ପଦାର୍ଥ ଢଳାଯାଏ
উদাহরণ :
ତେଲ ତଳେ ଢାଳି ନହେବାପାଇଁ ସେ ଡବାମୁହଁରେ କାହାଳୀ ଲଗାଇଲା
অন্যান্য ভাষায় অনুবাদ :
A conically shaped utensil having a narrow tube at the small end. Used to channel the flow of substances into a container with a small mouth.
funnelঅর্থ : ଧାତୁ, ପ୍ଲାସ୍ଟିକଆଦିର ବନାଯାଇଥିବା ଶଙ୍କୁ ଆକାରର ବସ୍ତୁ ଯାହାର ଅଗ୍ରଭାଗରେ ଛୋଟ ନଳୀ ଥାଏ
উদাহরণ :
ଦୋକାନୀ କାହାଳୀଦ୍ୱାରା ବୋତଲକୁ ତେଲ ଢାଳନ୍ତି