অর্থ : ସାଂସ୍କୃତିକ ଇତିହାସରେ ସେହି କାଳ-ମାନ ଯାହା ସମୟ ଏବଂ ଅବସ୍ଥା ଆଦି ଦୃଷ୍ଟିରୁ ନିଜର ଏକ ପରିଭାଷ୍ୟ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିର୍ଦ୍ଧାରଣ କରେ
উদাহরণ :
ମୁଁ ଆପଣଙ୍କୁ ଭାରତେନ୍ଦୁ ଯୁଗର ଗୋଟିଏ ଲେଖା ଶୁଣାଉଛି
অন্যান্য ভাষায় অনুবাদ :
অর্থ : କ୍ରିୟାର ଯେଉଁ ରୂପଦ୍ୱାରା ଆମକୁ କାର୍ଯ୍ୟର ସମୟ ବିଷୟରେ ଜଣାପଡ଼େ
উদাহরণ :
କାଳ ମୁଖ୍ୟତଃ ତିନି ପ୍ରକାରର
অন্যান্য ভাষায় অনুবাদ :
(व्याकरण में) क्रिया का वह रूप जिससे उसके होने या किए जाने के समय का ज्ञान होता है।
मुख्य रूप से काल के तीन भेद होते हैं।A grammatical category of verbs used to express distinctions of time.
tenseঅর্থ : ଅନୁଭବରେ ସର୍ବଦା ବୁଡ଼ି ରହିବାର ଭାବ ଯେଉଁଥିରେ ଘଟଣା ବର୍ତ୍ତମାନ ଜରିଆରେ ଭବିଷ୍ୟତରୁ ଅତୀତକୁ ଯାଏ
উদাহরণ :
ତାଙ୍କର ଏମାସପରେ ଭଲ ସମୟ ଆସିବ
অন্যান্য ভাষায় অনুবাদ :
The continuum of experience in which events pass from the future through the present to the past.
He waited for along time.অর্থ : ଏକ ଅନିଶ୍ଚିତ କାଳ
উদাহরণ :
ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
অন্যান্য ভাষায় অনুবাদ :
An indefinite period (usually marked by specific attributes or activities).
The time of year for planting.অর্থ : ଇତିହାସର କୌଣସି ଏଭଳି ବଡ଼ କାଳ ଯେଉଁଥିରେ ଗୋଟିଏ ପ୍ରକାରର କାମ, ଘଟଣାଆଦିର ପ୍ରମୁଖତା ଅଛି
উদাহরণ :
ଭକ୍ତି ଯୁଗକୁ ହିନ୍ଦୀ ସାହିତ୍ୟର ସ୍ୱର୍ଣ୍ଣ ଯୁଗ ଭାବରେ ଗ୍ରହଣ କରାଯାଏ
সমার্থক : ଯୁଗ
অন্যান্য ভাষায় অনুবাদ :
অর্থ : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
উদাহরণ :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
সমার্থক : ଅବସର, ଦିନ, ବେଳା, ଯୁଗ, ସମୟ
অন্যান্য ভাষায় অনুবাদ :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.