অর্থ : (ଭୌତିକ) ଶକ୍ତିର ଆବିର୍ଭାବ ବା ଗୋଟିଏ ଭୌତିକ ତନ୍ତ୍ରଠାରୁ ଅନ୍ୟଟିକୁ ସ୍ଥାନାନ୍ତରିତ ଶକ୍ତି
উদাহরণ :
କାର୍ଯ୍ୟ ଓ ବଳର ଗୁଣଫଳ ଦୂରତା ସହିତ ସମାନ
অন্যান্য ভাষায় অনুবাদ :
* (भौतिकी) ऊर्जा का आविर्भाव या एक भौतिक तंत्र से दूसरे में स्थानान्तरित ऊर्जा।
कार्य, बल गुणा दूरी के बराबर होता है।অর্থ : ବ୍ୟବସାୟ, ସେବା, ଜୀବିକାଆଦିର ବିଚାରରେ କରାଯାଉଥିବା କାମ
উদাহরণ :
ଆପଣା କାର୍ଯ୍ୟ ପୂରା କଲାପରେ ସେ ଚାଲିଗଲେ
অন্যান্য ভাষায় অনুবাদ :
অর্থ : ପ୍ରଥା ଅନୁସାରେ ଚଳିଆସୁଥିବା ବିବାହଆଦି ଶୁଭ କାର୍ଯ୍ୟ ଅବସରରେ ବିଶିଷ୍ଟ ବ୍ୟକ୍ତିଙ୍କଦ୍ୱାରା କରାଯାଉଥିବା ବିଶିଷ୍ଟ କାର୍ଯ୍ୟ
উদাহরণ :
ଆମର ଏଠାରେ ନବଜାତ ଶିଶୁକୁ କଜ୍ୱଳ ଲଗାଇବା ବେଭାରକୁ ନଣନ୍ଦ କରେ
সমার্থক : ବେଭାର
অন্যান্য ভাষায় অনুবাদ :