অর্থ : ଯାହାଙ୍କଠାରେ ଦୟା ଅଛି
উদাহরণ :
ଦୟାଳୁ ଲୋକେ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ସବୁବେଳେ ପ୍ରସ୍ତୁତ ରହିଥାନ୍ତି ଖୋଦା ଗରିବ ପ୍ରତି କୃପାଳୁ
সমার্থক : ଅନୁଗ୍ରହକାରୀ, କରୁଣାକର, କରୁଣାବାନ, କୃପାଳୁ, ଦୟାବାନ, ଦୟାଳୁ, ଦୟାଶୀଳ, ସହୃଦୟ
অন্যান্য ভাষায় অনুবাদ :
जिसमें दया हो। जो नृशंस न हो।
दयालु लोग दूसरों की सहायता के लिये सदैव तत्पर रहते हैं।Having or proceeding from an innately kind disposition.
A generous and kindhearted teacher.অর্থ : ଯାହାକୁ ଦେଖିଲେ ମନରେ କରୁଣା ଉତ୍ପନ୍ନ ହୁଏ
উদাহরণ :
କରୁଣାମୟ ହୃଦୟ ଦେଖି ମହେଶ କାନ୍ଦିଲା
অন্যান্য ভাষায় অনুবাদ :
Deserving or inciting pity.
A hapless victim.