অর্থ : କାମରେ ଲଗେଇବା
উদাহরণ :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
সমার্থক : ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା, ରଖିବା
অন্যান্য ভাষায় অনুবাদ :
काम पर लगाना।
इस काम के लिए उसने सात आदमियों को नियुक्त किया।অর্থ : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
উদাহরণ :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
সমার্থক : କାମ କରିବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
অন্যান্য ভাষায় অনুবাদ :
অর্থ : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
উদাহরণ :
କୋମଳ ଧାତୁ ଭଲରୂପେ କାମକରେ
সমার্থক : କାମ କରିବା, ବ୍ୟବହୃତ ହେବା
অন্যান্য ভাষায় অনুবাদ :
Behave in a certain way when handled.
This dough does not work easily.