অর্থ : ବହୁତ ଅଧିକ କାମ ବା ପରିଶ୍ରମ କରିବା
উদাহরণ :
ମୂଲିଆ ଦିନସାରା ଖଟିଥାଏ, ତେବେ ଯାଇ ତାବଦଳରେ ମୁଠେ ଅନ୍ନ ବା ଦୁଇ ପଟ ରୁଟି ସଂଗ୍ରହ କରିପାରେ
সমার্থক : ଖଟିବା, ପରିଶ୍ରମ କରିବା, ମୂଲଲାଗିବା
অন্যান্য ভাষায় অনুবাদ :
অর্থ : କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
উদাহরণ :
ମୁଁ କିଛି ଚମତ୍କାର କରିନାହିଁ
সমার্থক : କରିବା, କାର୍ଯ୍ୟ କରିବା
অন্যান্য ভাষায় অনুবাদ :
* कोई घटना आदि घटने का कारण होना या परिणाम के रूप में आना या होना।
मैंने कोई चमत्कार नहीं किया।অর্থ : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
উদাহরণ :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
সমার্থক : କାମ ଦେବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
অন্যান্য ভাষায় অনুবাদ :
অর্থ : (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
উদাহরণ :
ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
সমার্থক : କରିବା, କାର୍ଯ୍ୟ କରିବା
অন্যান্য ভাষায় অনুবাদ :
অর্থ : ଅସ୍ଥାୟୀ ରୂପରେ କୌଣସି ବ୍ୟକ୍ତିର ସ୍ଥାନରେ କାମ କରିବା ଓ ତାଙ୍କ ଦାୟିତ୍ୱ ତୁଲାଇବା
উদাহরণ :
ବିଜୟ ଛୁଟିରେ ଥିବା କାରଣରୁ ଦୀପକ ତା କାମ କରିବ
সমার্থক : ଦାୟିତ୍ୱ ତୁଲାଇବା
অন্যান্য ভাষায় অনুবাদ :
* अस्थाई रूप से किसी की जगह पर काम करना और उसके उत्तरदायित्वों को निभाना।
गजा के छुट्टी पर जाने के कारण दीपक उसका भी काम करेगा।Help out by taking someone's place and temporarily assuming his responsibilities.
She is covering for our secretary who is ill this week.অর্থ : କୌଣସି କାର୍ଯ୍ୟ କରିବା
উদাহরণ :
ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି
সমার্থক : କରିବା, କାର୍ଯ୍ୟ କରିବା
অন্যান্য ভাষায় অনুবাদ :
किसी कार्य को करना।
यह काम करने के बाद मैं आपका काम करूँगा।Exert oneself by doing mental or physical work for a purpose or out of necessity.
I will work hard to improve my grades.অর্থ : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
উদাহরণ :
କୋମଳ ଧାତୁ ଭଲରୂପେ କାମକରେ
সমার্থক : କାମ ଦେବା, ବ୍ୟବହୃତ ହେବା
অন্যান্য ভাষায় অনুবাদ :
Behave in a certain way when handled.
This dough does not work easily.অর্থ : ବେତନ ନେଇ କୌଣସି କାମ କରିବା
উদাহরণ :
ମୋହନ ଏକ ବୃହତ୍ତ ସଂସ୍ଥାରେ ଚାକିରି କରୁଛି
সমার্থক : ଚାକିରି କରିବା, ନୌକରି କରିବା
অন্যান্য ভাষায় অনুবাদ :
অর্থ : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
উদাহরণ :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
সমার্থক : ଉପଯୋଗରେ ଆସିବା, ଚାଲିବା
অন্যান্য ভাষায় অনুবাদ :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।