অর্থ : ସେହି ରଚନା, ବିଶେଷତଃ ପଦ୍ୟ ରଚନା, ଯାହା କୌଣସି ରସ ବା ମନୋବେଗରେ ପୂର୍ଣ୍ଣ
উদাহরণ :
ରସଯୁକ୍ତ ବାକ୍ୟକୁ କାବ୍ୟ କୁହାଯାଏ
অন্যান্য ভাষায় অনুবাদ :
অর্থ : ଗୋଟିଏ ପ୍ରକାରରୋଳା ଛନ୍ଦ
উদাহরণ :
କାବ୍ୟର ପ୍ରତ୍ୟେକ ପାଦରେ ବାରଟି କରି ମାତ୍ରା ଲଘୁ ଥାଏ
অন্যান্য ভাষায় অনুবাদ :
অর্থ : ଯେଉଁ ପୁସ୍ତକରେ କବିତା ଥାଏ
উদাহরণ :
କାମାୟନୀ ପ୍ରସାଦଙ୍କର ଗୋଟିଏ ଉତ୍କୃଷ୍ଟ କାବ୍ୟ ଗ୍ରନ୍ଥ ଅଛି
সমার্থক : କାବ୍ୟ ଗ୍ରନ୍ଥ, କାବ୍ୟ ରଚନା
অন্যান্য ভাষায় অনুবাদ :
वह पुस्तक जिसमें कविता हो।
कामायनी प्रसाद का एक उत्कृष्ट काव्य ग्रंथ है।