অর্থ : କୌଣସି ପ୍ରକାରରେ ଅଟକିଯାଇଥିବା ରୀତି ବା ବ୍ୟବସ୍ଥା
উদাহরণ :
କୌଣସିବି ସଂସ୍ଥା,ଦେଶ ଆଦିକୁ ଚଳାଇବା ନିମନ୍ତେ କିଛି ନିଶ୍ଚିତ ନିୟମ ତିଆରି କରାଯାଏ
অন্যান্য ভাষায় অনুবাদ :
A principle or condition that customarily governs behavior.
It was his rule to take a walk before breakfast.অর্থ : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
উদাহরণ :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
সমার্থক : ଆଇନ, ନିୟମ, ବିଧାନ, ବିଧି
অন্যান্য ভাষায় অনুবাদ :
Legal document setting forth rules governing a particular kind of activity.
There is a law against kidnapping.অর্থ : ନିୟମ କାନୁନ ସମ୍ବନ୍ଧୀୟ
উদাহরণ :
ସେ ନିୟମ କାନୁନ ଜାଣିବାପାଇଁ ଓକିଲଙ୍କ ପାଖକୁ ଯାଇଛି
সমার্থক : ନିୟମ କାନୁନ
অন্যান্য ভাষায় অনুবাদ :
Established by or founded upon law or official or accepted rules.
legal