অর্থ : ଯେଉଁ ବସ୍ତୁ ବାସ୍ତବରେ ନାହିଁ କିନ୍ତୁ କଳ୍ପନାଦ୍ୱାରା ତିଆରି
উদাহরণ :
କିଛି ଲୋକଙ୍କ ଅନୁସାରେ ଭୂତ ଏକ କଳ୍ପନା କିଛି କବିଙ୍କର କବିତାଗୁଡ଼ିକର କେନ୍ଦ୍ରବିନ୍ଦୁରେ ତାଙ୍କର କଳ୍ପନା ରହିଥାଏ
সমার্থক : କାଳ୍ପନିକତା, ପରିକଳ୍ପନା
অন্যান্য ভাষায় অনুবাদ :
वह वस्तु जो वास्तव में न हो पर कल्पना द्वारा मूर्त की गई हो।
कुछ लोगों के अनुसार भूत एक कल्पना है।The formation of a mental image of something that is not perceived as real and is not present to the senses.
Popular imagination created a world of demons.অর্থ : ସେହି ଶକ୍ତି ଯାହା ମନରେ ନୂଆ, ଅପୂର୍ବ, ଅଦୃଷ୍ଟ, ଅଶ୍ରୁତଆଦି ଘଟଣାର ସ୍ୱରୂପକୁ ସମ୍ମୁଖକୁ ଆଣେ
উদাহরণ :
ମୂର୍ତ୍ତିଗଠନକାରୀର କଳ୍ପନା ଖୋଦେଇ ପଥରରେ ମୂର୍ତ୍ତ ରୂପ ଦିଏ
সমার্থক : କଳ୍ପନାଶକ୍ତି, ଖିଆଲ, ଭାବନା
অন্যান্য ভাষায় অনুবাদ :
The ability to form mental images of things or events.
He could still hear her in his imagination.