অর্থ : କହୁଣୀ ଠାରୁ ପଞ୍ଝାର ଅଗ୍ରଭାଗ ପର୍ଯ୍ୟନ୍ତ ଶରୀରର ଅଂଶ
উদাহরণ :
ଦୁର୍ଘଟନାରେ ତାର ଡାହାଣ ହାତ କଟିଗଲା
অন্যান্য ভাষায় অনুবাদ :
অর্থ : ଯେଉଁ ଖଜଣା ପ୍ରତି ଗଛ ହିସାବରେ ଦେବାକୁ ପଡ଼େ
উদাহরণ :
ଜଣେ କର୍ମଚାରୀ କୃଷକମାନଙ୍କଠାରୁ ଖଜଣା ଆଦାୟ କରୁଛି
সমার্থক : ଖଜଣା
অন্যান্য ভাষায় অনুবাদ :
Charge against a citizen's person or property or activity for the support of government.
revenue enhancement, tax, taxationঅর্থ : କାନ୍ଧରୁ ପଞ୍ଝା ପର୍ଯ୍ୟନ୍ତ ସେହି ଅଙ୍ଗ ଯାହା ଜିନିଷ ଧରେ ଏବଂ କାମ କରେ
উদাহরণ :
ଭୀମଙ୍କ ବାହୁରେ ବହୁତ ବଳ ଥିଲା
সমার্থক : ବାହୁ, ଭୁଜ, ହସ୍ତ, ହାତ
অন্যান্য ভাষায় অনুবাদ :
A human limb. Technically the part of the superior limb between the shoulder and the elbow but commonly used to refer to the whole superior limb.
armঅর্থ : କୌଣସି ବ୍ୟକ୍ତି, ସମ୍ପତ୍ତି, ବ୍ୟାପାରଆଦି କାମରୁ ଯେଉଁ ଧନକୁ କେହି ଅଧିକାରୀ ନିଜପାଇଁ ନେଇଥାଏ
উদাহরণ :
ମୋଗଲ ଶାସନ କାଳରେ ଶାସକ ଓ ସାମନ୍ତଙ୍କ ଦ୍ୱାରା ଭାରତୀୟ ଜନତାଙ୍କଠାରୁ ଅନେକ ପ୍ରକାରର କର ଅସୁଲ କରାଯାଉଥିଲା
সমার্থক : ଟ୍ୟାକ୍ସ୍, ମାହାସୁଲ, ଶୁଳ୍କ
অন্যান্য ভাষায় অনুবাদ :
Charge against a citizen's person or property or activity for the support of government.
revenue enhancement, tax, taxation