অর্থ : ଭୟ, ଦୂର୍ବଳତା, ଜ୍ୱର ଆଦି କାରଣରୁ ହୃଦୟ ଧକ୍ଧକ୍ କରିବା ସ୍ପନ୍ଦିତ ହେବା
উদাহরণ :
କ୍ରୋଧିତ ହେଲେ ହୃଦୟ ଜୋରରେ କମ୍ପିତ ହୁଏ
সমার্থক : ସ୍ପନ୍ଦିତ ହେବା
অন্যান্য ভাষায় অনুবাদ :
भय, दुर्बलता, बुखार आदि के कारण हृदय का धक-धक करना या स्पंदित होना।
क्रोधित होने पर हृदय तेज़ी से धड़कता है।অর্থ : ଭୟଆଦି କାରଣରୁ କମ୍ପିବା
উদাহরণ :
ଉଗ୍ରବାଦୀକୁ ଦେଖି ସୋହନର ଶରୀର କମ୍ପିବାରେ ଲାଗିଲା ନିରୀହ ସାଙ୍ଗର ନିର୍ମମ ହତ୍ୟା ଦେଖି ଛୁଆମାନଙ୍କର ଛାତି ଥରି ଉଠିଲା
সমার্থক : କମ୍ପିବା, ଥରି ଉଠିବା, ଥରିବା
অন্যান্য ভাষায় অনুবাদ :
क्रोध, भय आदि के कारण काँपने लगना।
उग्रवादी को देखते ही सोहन का शरीर थरथराने लगा।