সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ପୁରାଣାନୁସାରେ ଯେଉଁ ରାକ୍ଷସଙ୍କୁ ନବଗ୍ରହଙ୍କ ମଧ୍ୟରେ ଗଣାଯାଏ
উদাহরণ : ଶାସ୍ତ୍ର ଅନୁସାରେ କେତୁ ସୂର୍ଯ୍ୟଦେବଙ୍କ ଉପରେ ଆକ୍ରମଣ କରେ ଯେଉଁ କାରଣରୁ ସୂର୍ଯ୍ୟଗ୍ରହଣ ଲାଗେ
সমার্থক : କେତୁ
অন্যান্য ভাষায় অনুবাদ :हिन्दी
पुराणानुसार एक राक्षस का नाम जो नौ ग्रहों में माना जाता है।
অর্থ : ଜଣେ ରାକ୍ଷସ
উদাহরণ : ଧାର୍ମିକ ଗ୍ରନ୍ଥଗୁଡ଼ିକରେ କବନ୍ଧର ବର୍ଣ୍ଣନା ରହିଛି
সমার্থক : କବଂଧ
एक राक्षस।
অর্থ : ମୁଣ୍ଡ କଟି ଗଲାପରେ ଅବଶିଷ୍ଟ ଶରୀର
উদাহরণ : ଯୁଦ୍ଧ ଭୂମିରେ ସ୍ଥାନେ-ସ୍ଥାନେ ରକ୍ତ ଜୁଡ଼ୁବୁଡ଼ୁ ମୁଣ୍ଡ ଏବଂ କବନ୍ଧ ପଡ଼ିରହିଥିଲା
सिर कट जाने पर बचा हुआ धड़।
ইনস্টল