সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସବୁଠାରୁ ଛୋଟ
উদাহরণ : କନିଷ୍ଠ ଆଙ୍ଗୁଳିରେ ପୀଡ଼ା ହେଉଛି
অন্যান্য ভাষায় অনুবাদ :हिन्दी
सबसे छोटा।
অর্থ : ବୟସରେ ସବୁଠାରୁ ଛୋଟ
উদাহরণ : ମୋ କନିଷ୍ଠ ଭାଇ ଆସୁଛି
সমার্থক : ସାନ
जो अवस्था, वय आदि के विचार से औरों की तुलना में छोटा हो।
অর্থ : ଯାହାର ଜନ୍ମ ପରେ ହୋଇଛି
উদাহরণ : ଲକ୍ଷ୍ମଣ ରାମଙ୍କ ସାନ ଭାଇ ଥିଲେ
সমার্থক : ଅନୁଜ, ଛୋଟ, ସାନ
जिसका जन्म बाद में हुआ हो।
অর্থ : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ
উদাহরণ : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ
সমার্থক : ଅଧସ୍ତନ, ନିମ୍ନସ୍ଥ
जो पद, मर्यादा, योग्यता आदि में छोटा या दूसरों से घटकर हो।
ইনস্টল