অর্থ : ଚୀନରେ ଉତ୍ପନ୍ନ ହେଉଥିବା କଳାଚା’
উদাহরণ :
କଙ୍ଗୋର ଇଂଗ୍ରାଜୀ ନାସ୍ତା ଚା’ମଧ୍ୟ କହନ୍ତି
সমার্থক : କଙ୍ଗୋ ଚା’
অর্থ : ମଧ୍ୟ ଆଫ୍ରିକାର ଏକ ଦେଶ
উদাহরণ :
କଙ୍ଗୋକୁ ବେଲଜିୟମ୍ ଠାରୁ ୧୯୬୦ରେ ସ୍ୱତନ୍ତ୍ରତା ମିଳିଲା
সমার্থক : କଂଗୋ
অন্যান্য ভাষায় অনুবাদ :
मध्य अफ्रीका का एक देश।
कॉन्गो को बेल्जियम से उन्नीस सौ साठ में स्वतंत्रता मिली।A republic in central Africa. Achieved independence from Belgium in 1960.
belgian congo, congo, democratic republic of the congo, zaireঅর্থ : ପଶ୍ଚିମ-ମଧ୍ୟ ଆଫ୍ରିକାର ଏକ ଦେଶ
উদাহরণ :
କଙ୍ଗୋକୁ ଫ୍ରାନ୍ସଠାରୁ ୧୯୬୦ ମସିହାରେ ସ୍ୱତନ୍ତ୍ରତା ମିଳିଲା
সমার্থক : କଂଗୋ, କଂଗୋ ଗଣତନ୍ତ୍ର, କଙ୍ଗୋ ଗଣତନ୍ତ୍ର
অন্যান্য ভাষায় অনুবাদ :
पश्चिमी मध्य अफ्रीका का एक देश।
कॉन्गों को फ्रांस से उन्नीस सौ साठ में स्वतंत्रता मिली।A republic in west-central Africa. Achieved independence from France in 1960.
congo, french congo, republic of the congoঅর্থ : ମଧ୍ୟ ଆଫ୍ରିକା ମହାଦ୍ୱୀପର ଏକ ଦେଶ
উদাহরণ :
ଅଙ୍ଗୋଲା କଙ୍ଗୋର ଏକ ପଡ଼ୋଶୀ ଦେଶ
সমার্থক : କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟ
অর্থ : ଆଫ୍ରିକାର ପ୍ରମୁଖ ନଦୀମାନଙ୍କ ମଧ୍ୟରୁ ଗୋଟିଏ
উদাহরণ :
କଙ୍ଗୋ ବିଶ୍ୱର ସବୁଠାରୁ ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଗୋଟିଏ
সমার্থক : କଙ୍ଗୋନଦୀ
অন্যান্য ভাষায় অনুবাদ :
अफ्रीका की प्रमुख नदियों में से एक।
कॉन्गों विश्व की सबसे लम्बी नदियों में से एक है।A major African river (one of the world's longest). Flows through Congo into the South Atlantic.
congo, congo river, zaire riverঅর্থ : ପଶ୍ଚିମ ମଧ୍ୟ ଆଫ୍ରିକା ମହାଦ୍ୱୀପର ଗୋଟିଏ ଦେଶ
উদাহরণ :
କଙ୍ଗୋ ୧୯୬୦ରେ ସ୍ୱତନ୍ତ୍ର ହେଲା
সমার্থক : କଙ୍ଗୋ ଗଣତନ୍ତ୍ର