অর্থ : ମନରେ ଦୟା ନଥିବା ବ୍ୟକ୍ତି
উদাহরণ :
ହିଟଲର୍ ଜଣେ ନିର୍ଦୟ ବ୍ୟକ୍ତି ଥିଲେ
সমার্থক : କ୍ରୂର ବ୍ୟକ୍ତି, ନିର୍ଦ୍ଦୟୀ ବ୍ୟକ୍ତି, ନିର୍ଦୟ ବ୍ୟକ୍ତି, ନିଷ୍ଠୁର ବ୍ୟକ୍ତି
অন্যান্য ভাষায় অনুবাদ :
वह व्यक्ति जिसके मन में दया न हो।
हिटलर एक निर्दयी व्यक्ति था।অর্থ : ମାଂସ ବିକିବା ପାଇଁ ପଶୁମାନଙ୍କୁ ହତ୍ୟା କରୁଥିବା ବ୍ୟକ୍ତି
উদাহরণ :
ଧାରୁଆ ହତିଆରରେ କଂସାଇ ଛେଳିର ଗଳା କାଟି ଅଲଗା କରିଦେଲା
সমার্থক : କଂସାଇ
অন্যান্য ভাষায় অনুবাদ :