অর্থ : ଏପଟ ସେପଟ
উদাহরণ :
ସେ ଲୋକମାନଙ୍କୁ ଓଲଟା ପାଲଟା ବୁଝାଇଦେଲା
সমার্থক : ଓଲଟା ପାଲଟା
অন্যান্য ভাষায় অনুবাদ :
इधर का उधर या ग़लत तरीक़े से।
उसने लोगों को उलटा-पुलटा समझा दिया।অর্থ : ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ
উদাহরণ :
ମୁଁ ତାକୁ ଯାହା କହେ ସେ ତାର ଠିକ୍ ବିପରୀତ କାମ କରେ
অন্যান্য ভাষায় অনুবাদ :
Altogether different in nature or quality or significance.
The medicine's effect was opposite to that intended.অর্থ : ଯିଏ କ୍ରମ, ମାନ୍ୟତାଆଦି ବିଚାରରେ କାହାର ବିରୁଦ୍ଧ ବା ଅନ୍ୟ ପକ୍ଷରେ ପଡ଼ିଥାଏ
উদাহরণ :
ସେ ଦୁଇଜଣ ବିପରୀତ ବିଚାରଧାରାର ହୋଇ ମଧ୍ୟ ଭଲ ମିତ୍ର
অন্যান্য ভাষায় অনুবাদ :