অর্থ : ବେଦାନ୍ତର ଯେଉଁ ସିଦ୍ଧାନ୍ତରେ ଆତ୍ମା ଓ ପରମାତ୍ମାକୁ ଏକବୋଲି ଗ୍ରହଣ କରାଯାଏ ଏବଂ ବ୍ରହ୍ମ ଛଡ଼ା ସବୁ ବସ୍ତୁ ବା ତତ୍ତ୍ୱର ଅସ୍ତିତ୍ୱ ଅବାସ୍ତବିକ ବା ଅସତ୍ୟ ବୋଲି ଧରାଯାଏ
উদাহরণ :
ଆମ ଜେଜେ ଅଦ୍ୱୈତବାଦର ସମର୍ଥକ ଥିଲେ
সমার্থক : ଅଦ୍ୱୈତବାଦ, ଏକାତ୍ମବାଦ
অন্যান্য ভাষায় অনুবাদ :
Belief in a single God.
monotheism