অর্থ : ସ୍ଥଳରେ ଗତିକରୁଥିବା ବସ୍ତୁଗୁଡ଼ିକ ଖୁବ ଜୋରରେ ଚାଲିବା
উদাহরণ :
ଚାବୁକ ବାଜିବାରୁ ହିଁ ଘୋଡ଼ା ପବନ ବେଗରେ ଦୌଡ଼ିଲା ଚାବୁକ ଲଗାଇବାରୁ ଘୋଡ଼ା ପବନରେ ଉଡ଼ିଲା
সমার্থক : ପବନ ବେଗରେ ଦୌଡ଼ିବା, ପବନରେ ଉଡ଼ିବା
অন্যান্য ভাষায় অনুবাদ :
অর্থ : ପବନରେ ଉଡ଼ିବା ବା ଫରଫରହେବା
উদাহরণ :
ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଫରଫର ହୋଇ ଉଡ଼ୁଛି
সমার্থক : ଫରଫର ହୋଇ ଉଡ଼ିବା
অন্যান্য ভাষায় অনুবাদ :
অর্থ : ଆକାଶ ମାର୍ଗରେ ବା ପବନ ଭିତର ଦେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା
উদাহরণ :
ଉଡ଼ାଜାହାଜ ସମୁଦ୍ର ଉପରେ ଉଡ଼ୁଥିଲା
সমার্থক : ଉଡ଼ାଣ କରିବା
অন্যান্য ভাষায় অনুবাদ :
आकाश मार्ग से या हवा में होकर एक स्थान से दूसरे स्थान पर जाना।
हवाई जहाज़ समुद्र के ऊपर से उड़ रहा था।অর্থ : କୌଣସି ଭକ୍ଷଣୀୟ ବସ୍ତୁକୁ ଭକ୍ଷଣକରିବା
উদাহরণ :
ବିଭାଘରରେ ଅନେକ ଲଡ଼ୁ ଉଡ଼ିଲା
সমার্থক : ଖିଆଯିବା, ଭୋଜନ କରାଯିବା
অন্যান্য ভাষায় অনুবাদ :
অর্থ : ପବନରେ ଉପରକୁ ଉଠିବା ବା ଖେଳେଇ ହୋଇଯିବା
উদাহরণ :
ଆକାଶରେ ରଙ୍ଗ ବେରଙ୍ଗ ଗୁଡ଼ି ଉଡୁଛି
অন্যান্য ভাষায় অনুবাদ :
অর্থ : ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବା
উদাহরণ :
ଶେଠଙ୍କ ଜନ୍ମଦିନରେ ଅନେକ ଟଙ୍କା ଉଡ଼ିଗଲା
সমার্থক : ଅତ୍ୟଧିକ ଖର୍ଚ୍ଚ କରିବା, ବଦଖର୍ଚ୍ଚ କରିବା
অন্যান্য ভাষায় অনুবাদ :