সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯେ ବର୍ତ୍ତମାନ ଅସ୍ତିତ୍ୱରେ ଅଛି ବା ଯାହାର ଅସ୍ତିତ୍ୱ ଥାଏ
উদাহরণ : ବିଦ୍ୟମାନ ସମସ୍ୟାଗୁଡ଼ିକର ସମାଧାନ ବିନା କିଛି ବି ହୋଇ ପାରିବ ନାହିଁ
সমার্থক : ବିଦ୍ୟମାନ
অন্যান্য ভাষায় অনুবাদ :हिन्दी English
जो अभी अस्तित्व में हो या जिसका अस्तित्व हो।
Presently existing.
অর্থ : ପାଖ ବା ସମ୍ମୁଖସ୍ଥ
উদাহরণ : ଆଜି ଶ୍ରେଣୀର ଉପସ୍ଥିତ ଛାତ୍ର ସଂଖ୍ୟା କମ୍ ଥିଲା
সমার্থক : ବିଦ୍ୟମାନ, ହାଜିର
অন্যান্য ভাষায় অনুবাদ :हिन्दी
जो किसी विशेष समय में किसी स्थान विशेष पर हो।
অর্থ : ଯେ ଏହି ସମୟରେ ଆସି ଉପସ୍ଥିତ ହୋଇଛି
উদাহরণ : ସମାଗତ ସମସ୍ୟାର ସମାଧାନ ଶୀଘ୍ର ରୁ ଶୀଘ୍ର ହେବା ଉଚିତ୍
সমার্থক : ସମାଗତ
जो इस समय आकर उपस्थित हुआ हो।
ইনস্টল