অর্থ : ଯେଉଁ ଗୁଣ ବା ତତ୍ୱଦ୍ୱାରା କୌଣସି ବସ୍ତୁର ମହତ୍ତ୍ୱ ବା ମାନ ନିର୍ଦ୍ଧାରଣ କରାଯାଏ
উদাহরণ :
ସମୟର ଉପଯୋଗିତାକୁ ନ ବୁଝିପାରିବା ଲୋକ ପଶ୍ଚାତ୍ତାପ କରନ୍ତି
সমার্থক : ପ୍ରୟୋଜନୀୟତା
অন্যান্য ভাষায় অনুবাদ :
वह गुण या तत्व जिसके कारण किसी वस्तु का महत्व या मान होता है।
समय की उपयोगिता को न समझनेवाले पछताते हैं।অর্থ : କାମରେ ଆସିବାର ଯୋଗ୍ୟତା
উদাহরণ :
ବସ୍ତୁର ଉପଯୋଗିତା ଅନୁରୂପରେ ହିଁ ଆମକୁ ତାହାର ଚୟନ କରିବାକୁ ପଡ଼େ
অন্যান্য ভাষায় অনুবাদ :
অর্থ : ଉପଯୋଗରେ ଆସିବାର ଅବସ୍ତା ବା ଭାବ
উদাহরণ :
ଲୋକଙ୍କର ଉପଯୋଗିତାକୁ ଧ୍ୟାନରେ ରଖି ସୁଲଭ ଶୌଚାଳୟ ନିର୍ମାଣ କରାଯାଉଅଛି
সমার্থক : ଉପାଦେୟତା
অন্যান্য ভাষায় অনুবাদ :