অর্থ : ଛ’ମାସର ସେହି ସମୟ ଯେବେଠାରୁ ସୂର୍ଯ୍ୟ ବରାବର ଉତ୍ତର ଦିଗକୁ ଗତିକରିଥାନ୍ତି
উদাহরণ :
ସ୍ୱାମୀଜୀ ଉତ୍ତରାୟଣରେ ତପସ୍ୟା କରିବାକୁ ହିମାଳୟକୁ ଚାଲିଯାନ୍ତି
অন্যান্য ভাষায় অনুবাদ :
অর্থ : ସୂର୍ଯ୍ୟଙ୍କ ଉତ୍ତରଦିଗକୁ ଗମନ ବା ସୂର୍ଯ୍ୟଙ୍କ ମକର ରେଖାର ଉପରେ ଉତ୍ତର କର୍କଟ ରେଖାକୁ ଗମନ
উদাহরণ :
ଯେବେ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ଗମନ କରନ୍ତି ସେବେଠାରୁ ଦିନ ବଡ଼ ଏବଂ ରାତି ଛୋଟ ହୋଇଥାଏ
অন্যান্য ভাষায় অনুবাদ :