সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହାର ବାସ ନାହିଁ
উদাহরণ : ସେ ବସତିବିହୀନ କ୍ଷେତ୍ରରେ ଏକୁଟିଆ ବୁଲୁଥିଲା ସେ ବାସହୀନ ପରିବାରର ସଦସ୍ୟ
সমার্থক : ଘରନଥିବା, ଘରହୀନ, ବସତିବିହୀନ, ବାସହୀନ
অন্যান্য ভাষায় অনুবাদ :हिन्दी
जो बसा हुआ न हो।
অর্থ : ଯାହା କେବେ ଜନବସତିପୂର୍ଣ୍ଣ ଥିଲା କିନ୍ତୁ ଏବେ କୌଣସି କାରଣରୁ ନିର୍ଜନ ହୋଇଯାଇଛି
উদাহরণ : ଆଜିକାଲି ଅଧିକାଂଶ ଗ୍ରାମବାସୀ ଉଜୁଡ଼ିଯାଇଥିବା ଗ୍ରାମ ଅପେକ୍ଷା ସହରରେ ରହିବା ପସନ୍ଦ କରନ୍ତି
সমার্থক : ଉଜୁଡ଼ିଯାଇଥିବା
जो किसी समय बसा हो पर अब किसी कारण से निर्जन हो गया हो।
ইনস্টল