অর্থ : ଯିଏ ନୈତିକତାରେ ପୂର୍ଣ୍ଣ
উদাহরণ :
ନୈତିକତାପୂର୍ଣ୍ଣ କାମହିଁ କରିବା ଉଚିତ
সমার্থক : ଠିକ, ନୀତିପୂର୍ଣ୍ଣ, ନୈତିକ, ନୈତିକତାପୂର୍ଣ୍ଣ
অন্যান্য ভাষায় অনুবাদ :
অর্থ : ଯେଉଁଭଳି ହେବା ଦରକାର ସେଭଳି
উদাহরণ :
ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
সমার্থক : ଉପଯୁକ୍ତ, ଠିକ, ଯୋଗ୍ୟ, ସମୁଚିତ
অন্যান্য ভাষায় অনুবাদ :
Suitable for a particular person or place or condition etc.
A book not appropriate for children.অর্থ : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
উদাহরণ :
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
সমার্থক : ଉପଯୁକ୍ତ, ଠିକ୍, ଯଥାର୍ଥ, ଯଥୋଚିତ, ସଙ୍ଗତ, ୱାଜିବ
অন্যান্য ভাষায় অনুবাদ :
Suitable for a particular person or place or condition etc.
A book not appropriate for children.