অর্থ : ୟୁହୁଦୀ ଏବଂ ଖ୍ରୀଷ୍ଟିୟାନ ଧର୍ମାନୁସାରେ ମାନବଜାତିର ଜନନୀ ତଥା ପ୍ରଥମ ମହିଳା କୁହାଯାଉଥିବା ଆଡାମଙ୍କ ପତ୍ନୀ
উদাহরণ :
ଈଶ୍ବର ଇଭଙ୍କୁ ଆଡାମଙ୍କ ପଞ୍ଜରାହାଡରୁ ତିଆରି କରିଥିଲେ
অর্থ : ପୈଗମ୍ବରୀ ମତ ଅନୁସାରେ ଆଦାମଙ୍କ ପତ୍ନୀ ସଂସାରର ପ୍ରଥମ ସ୍ତ୍ରୀ ଥିଲେ
উদাহরণ :
ପୈଗମ୍ବରୀ ମତ ଅନୁସାରେ ସମଗ୍ର ମଣିଷ ଜାତିର ଉତ୍ପତ୍ତି ଇଭ୍ଙ୍କ ଠାରୁ ହୋଇଛି
সমার্থক : ହୌୱା
অন্যান্য ভাষায় অনুবাদ :