সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସାମନା ବସ୍ତୁ ଦେଖା ନ ଯିବାପାଇଁ ରହିଥିବା ବନ୍ଧକ
উদাহরণ : ରାମ ବାଳୀକୁ ଗଛ ଆଢ଼ୁଆଳରୁ ମାରିଲେ
সমার্থক : ଅନ୍ତର୍ପଟ, ଆଢ଼ୁଆଳ
অন্যান্য ভাষায় অনুবাদ :हिन्दी
ऐसी रोक जिससे सामने की वस्तु दिखाई न पड़े।
অর্থ : ସଂଗୀତରେ ଅଷ୍ଟତାଳର ଗୋଟିଏ ପ୍ରକାର
উদাহরণ : ସଂଗୀତକାର ଆଡ଼ ତାଳ ସଂପର୍କରେ ଜଣାଉଥିଲେ
সমার্থক : ଆଡ଼ ତାଳ
संगीत में अष्टताल का एक प्रकार।
অর্থ : ଯାହା ଦିଗ୍ବଳୟ ଠାରୁ ସମାନ ଦୂରତ୍ୱରେ ଅଛି
উদাহরণ : ଦିଗ୍ବଳୟ ରେଖା ଏବଂ ଲମ୍ବରେଖାର ମିଳନ ବିନ୍ଦୁ ଠାରେ ନବେ ଡିଗ୍ରୀର କୋଣ ତିଆରି ହୁଏ
সমার্থক : ଅନୁପ୍ରସ୍ଥ, ଦିଗ୍ବଳୟ
অন্যান্য ভাষায় অনুবাদ :हिन्दी English
जो क्षितिज के समान अन्तर पर हो।
Parallel to or in the plane of the horizon or a base line.
ইনস্টল