অর্থ : ପାନ ରଖାଯାଉଥିବା ଟୋକେଇ ତଳେ ବିଚ୍ଛା ଯାଉଥିବା ଆସ୍ତରଣ
উদাহরণ :
ପାନେରା ପାନ ରଖିବା ପୂର୍ବରୁ ପାନଡାଲାରେ ଆସ୍ତରଣ ବିଚ୍ଛାଉଛି
অন্যান্য ভাষায় অনুবাদ :
पान रखनेवाले टोकरे में नीचे बिछाई जानेवाली पत्तल।
तंबोली पान रखने से पहले टोकरे में पतरा बिछा रहा है।অর্থ : ବିଛାଇବା, ଢାଙ୍କିବା, ବା ପ୍ରସାରଣ କ୍ରିୟା ବା ଭାବ
উদাহরণ :
ମାଆ ବର୍ତ୍ତମାନ ଆସ୍ତରଣ କାମରେ ବ୍ୟସ୍ତ ଅଛନ୍ତି
সমার্থক : ଆସ୍ତରଣ କାମ
অন্যান্য ভাষায় অনুবাদ :
অর্থ : ଯଜ୍ଞ ବେଦୀ ଉପରେ ପକାଯାଉଥିବା କୁଶ
উদাহরণ :
ପଣ୍ଡିତେ ଆସ୍ତରଣ ଉପରେ କାଠ ସଜାଉଛନ୍ତି
অন্যান্য ভাষায় অনুবাদ :