অর্থ : ଯିଏ କିଛି ଅପରାଧ କରିଛି
উদাহরণ :
ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
অন্যান্য ভাষায় অনুবাদ :
वह जिसने कोई अपराध किया हो।
दो अपराधी पुलिस मुठभेड़ में मारे गए।অর্থ : ଯାହା ଆସାମ ସମ୍ବନ୍ଧୀୟ ବା ଆସାମର
উদাহরণ :
ମୋର ଜେଜେ ବହୁତ ବର୍ଷ ଆସାମରେ କଟାଇଛନ୍ତି ତେଣୁ ତାଙ୍କର ଅସମିଆ ସଂସ୍କୃତିରେ ଭଲ ଜ୍ଞାନ ରହିଛି
সমার্থক : ଅସମିଆ
অন্যান্য ভাষায় অনুবাদ :
অর্থ : ଆସାମୀ ଭାଷା ସଂବନ୍ଧିତ ବା ଆସାମୀ ଭାଷାର
উদাহরণ :
ତାର ଆସାମୀ ସାହିତ୍ୟରେ କୌଣସି ଜ୍ଞାନ ନାହିଁ
অর্থ : ଆସାମରେ ରହିବା ବ୍ୟକ୍ତି
উদাহরণ :
ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆସାମୀ ଲୋକେ ନଦୀବଢ଼ିରେ ପୀଡ଼ିତ ହୁଅନ୍ତି