সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଋଷି ଓ ମୁନିମାନଙ୍କ ରହିବା ସ୍ଥାନ
উদাহরণ : ବନବାସ କରିବା ସମୟରେ ଶୀରାମ ପଞ୍ଚବଟୀରେ ନିଜ ଆଶ୍ରମ ତିଆରି କଲେ
সমার্থক : କୁଟୀର
অন্যান্য ভাষায় অনুবাদ :हिन्दी English
ऋषियों और मुनियों के रहने का स्थान।
The abode of a hermit.
অর্থ : ଦଶନାମୀ ସନ୍ୟାସୀଙ୍କମଧ୍ୟରୁ ଗୋଟିଏ
উদাহরণ : ଆଶ୍ରମ ସଂନ୍ୟାସୀ ଦ୍ୱାରିକାରେ ରହୁଥିଲେ
সমার্থক : ଆଶ୍ରମ ସଂନ୍ୟାସୀ
অন্যান্য ভাষায় অনুবাদ :हिन्दी
दशनामी संन्यासियों में से एक।
অর্থ : ହିନ୍ଦୁମାନଙ୍କ ଜୀବନର ଚାରି ଅବସ୍ଥା-ବ୍ରହ୍ମଚର୍ଯ୍ୟ,ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ୟାସ
উদাহরণ : ବୈଦିକ ଯୁଗରେ ଆଶ୍ରମ ବ୍ୟବସ୍ଥା ପ୍ରଚଳିତ ଥିଲା
हिन्दुओं के जीवन की चार अवस्थाएँ - ब्रह्मचर्य, गृहस्थ, वानप्रस्थ और संन्यास।
অর্থ : ସାଧୁ-ସନ୍ଥ ରହିବା ସ୍ଥାନ
উদাহরণ : ଉତ୍ତର କାଶୀ ବୁଲିବା ସମୟରେ ଆମେ କିଛି ଦିନ ଗୋଟିଏ ମଠରେ କଟାଇଲୁ
সমার্থক : ଆଖଡ଼ା, ମଠ
साधु-संतों के रहने का स्थान।
The residence of a religious community.
ইনস্টল