অর্থ : ଯେଉଁ କନ୍ଦକୁ ପରିବା ରୂପରେ ଖିଆ ଯାଏ
উদাহরণ :
ବାର ମାସ ଯାକ ବଜାରରେ ଉପଲବ୍ଧ ହେଉଥିବା ପରିବା ହେଉଛି ଆଳୁ
অন্যান্য ভাষায় অনুবাদ :
An edible tuber native to South America. A staple food of Ireland.
irish potato, murphy, potato, spud, tater, white potatoঅর্থ : ଗୋଟିଏ ଛୋଟ ଗଛ ଯାହାର କନ୍ଦକୁ ତରକାରି କରାଯାଏ
উদাহরণ :
କୃଷକ ଜମିରେ ଆଳୁକୁ ପାଣି ଦେଉଛି
অন্যান্য ভাষায় অনুবাদ :