অর্থ : ଅଗ୍ନିର ତାପ
উদাহরণ :
ଚୂହ୍ଲି ପାଖରେ ବସିବାରୁ ଆଞ୍ଚ ଲାଗୁଛି
অন্যান্য ভাষায় অনুবাদ :
অর্থ : ଜଳୁଥିବା କାଠ, କୋଇଲା ବା ଗଣ୍ଡିର ଛୋଟ ଖଣ୍ଡ
উদাহরণ :
ମା’ ଆଞ୍ଚରେ ରୋଟି ସେକୁଛନ୍ତି
অন্যান্য ভাষায় অনুবাদ :
অর্থ : ନିଆଁର ଉପରକୁ ଉଠୁଥିବା ଶିଖା
উদাহরণ :
ଜଙ୍ଗଲରେ ଲାଗିଥିବା ନିଆଁର ଧାସ ଆକାଶକୁ ଛୁଉଁ ଥିଲା ଧିକିଧିକି ଆଞ୍ଚରେ ଡାଲି ସିଝୁଛି
অন্যান্য ভাষায় অনুবাদ :