অর্থ : ଭୋଜନ ପରେ ହାତମୁହଁ ଧୋଇବା ଓ କୁଳି କରିବା
উদাহরণ :
ସେ ଭୋଜନ ପରେ ଭଲଭାବେ ଆଚମନ କଲେ
সমার্থক : ହସ୍ତମୁଖାଦି ପ୍ରକ୍ଷାଳନ କରିବା
অন্যান্য ভাষায় অনুবাদ :
অর্থ : ପୂଜା ବା ଧର୍ମ ସମ୍ବନ୍ଧୀୟ କାମରେ ଡାହାଣ ହାତରେ ଅଳ୍ପ ଜଳ ନେଇ ମନ୍ତ୍ରପଢ଼ି ପିଇବା
উদাহরণ :
ପଣ୍ଡିତେ ପୂଜା କରିବା ସମୟରେ ଅନେକଥର ଆଚମନ କରନ୍ତି
অন্যান্য ভাষায় অনুবাদ :