অর্থ : ହାତ ବା ଗୋଡ଼ର ଆଗକୁ ବାହାରିଥିବା ଅବୟବ ଯାହା ସାଧାରାଣତଃ ପାଞ୍ଚ ହୋଇଥାଏ
উদাহরণ :
ତାର ଡାହାଣ ହାତରେ ଛଅଟି ଆଙ୍ଗୁଳି ଅଛି
অন্যান্য ভাষায় অনুবাদ :
অর্থ : ଆଙ୍ଗୁଳିର ଚଉଡ଼ାସହ ସମାନ ଏକ ମାପ
উদাহরণ :
ରାମର ଆକାର ବର୍ଷକ ମଧ୍ୟରେ ଚାରି ଆଙ୍ଗୁଳ ବଢ଼ିଯାଇଛି
সমার্থক : ଅଙ୍ଗୁଳ, ଅଙ୍ଗୁଳି, ଆଙ୍ଗୁଳ
অন্যান্য ভাষায় অনুবাদ :
The length of breadth of a finger used as a linear measure.
digit, finger, finger's breadth, fingerbreadth