সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଅତି ପାଚୀନ ସମୟରେ ବା ପୂର୍ବ କାଳରେ
উদাহরণ : ଆଗରୁ ଭାରତ ବିଶ୍ୱ ଶିକ୍ଷାର କେନ୍ଦ୍ର ଥିଲା
সমার্থক : ପୂର୍ବରେ
অন্যান্য ভাষায় অনুবাদ :हिन्दी English
बहुत पुराने समय में या पूर्व काल में।
In the past.
অর্থ : ବିତି ଯାଇଥିବା ସମୟରେ
উদাহরণ : ଆଗରୁ ଘଟିଥିବା ଘଟଣାକୁ ମନେ ପକାଇ ସେ କାନ୍ଦିବାକୁ ଲାଗିଲେ
সমার্থক : ପହିଲିରୁ, ପହିଲେ, ପୂର୍ବରୁ, ପ୍ରଥମରୁ
অন্যান্য ভাষায় অনুবাদ :हिन्दी
बीते हुए समय में।
অর্থ : ବିତି ଯାଇଥିବା ସମୟରୁ କିମ୍ବା ପ୍ରଥମରୁ
উদাহরণ : ମୁଁ ତାକୁ ପ୍ରଥମରୁ ଜାଣିଛି
সমার্থক : ଆଦ୍ୟରୁ, ପୂର୍ବରୁ, ପ୍ରଥମରୁ
बीते हुए समय से या पहले से।
ইনস্টল