অর্থ : ଯେଉଁ ଭୂମି ସମତଳ ନୁହେଁ
উদাহরণ :
ଅସମତଳ ଭୂମିକୁ ଚାଷ କରିବା କଷ୍ଟକର
সমার্থক : ଆବୁଡ଼ା ଖାବୁଡ଼ା
অন্যান্য ভাষায় অনুবাদ :
অর্থ : ଯାହାର ଉପର ତଳ ସ୍ଥାନେସ୍ଥାନେ ଉଚ୍ଚାନୀଚା
উদাহরণ :
ବଢ଼େଇ ଅସମତଳ ପଟାକୁ ରନ୍ଦା ମାରି ଚିକ୍କଣ କରୁଛି
সমার্থক : ଅଙ୍କାବଙ୍କା, ଖାଲଢ଼ିପ
অন্যান্য ভাষায় অনুবাদ :