সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହା ଠିକ୍ ନୁହେଁ
উদাহরণ : ଅଶୁଦ୍ଧ ବାକ୍ୟକୁ ଶୁଦ୍ଧ କରି ଲେଖ
সমার্থক : ଭୁଲ୍
অন্যান্য ভাষায় অনুবাদ :हिन्दी
जो सही न हो।
অর্থ : ଯାହାର ଶୋଧନ କରାଯାଇନାହିଁ
উদাহরণ : ଅଶୋଧିତ ଜଳ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ
সমার্থক : ଅପରିଶୋଧିତ, ଅଶୋଧିତ, ଅସଂଶୋଧିତ
অন্যান্য ভাষায় অনুবাদ :हिन्दी English
जिसका शोधन न किया गया हो।
Not refined or processed.
অর্থ : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
উদাহরণ : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
সমার্থক : ଅପବିତ୍ର, ଅଶୌଚ, ଅସୂଚି, ଦୂଷିତ
जो धर्मानुसार पवित्र न हो।
Not holy because unconsecrated or impure or defiled.
অর্থ : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
উদাহরণ : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
সমার্থক : ଅପବିତ୍ର, ଅଶୁଚି, ଅଶୌଚ
অর্থ : ଯାହା ମିଶାମିଶି ବା ପରିଶୁଦ୍ଧ ନୁହେଁ ବା ଯେଉଁଥିରେ ଦୋଷ ଅଛି
উদাহরণ : ଏହା ଅପମିଶ୍ରିତ ଘିଅ
সমার্থক : ଅପମିଶ୍ରିତ, ଅବିଶୁଦ୍ଧ
जिसमें मिलावट हो या जो परिशुद्ध न हो या जिसमें खोट हो।
ইনস্টল