অর্থ : ମନୁଷ୍ୟ ନିର୍ମିତ ଏକ ବସ୍ତୁ ଯାହା ଧାରଣ କରିବାଦ୍ୱାରା କାହାରି ଶୋଭା ବଢ଼ିଥାଏ
উদাহরণ :
ପ୍ରତ୍ୟେକ ନାରୀ ଗହଣାଗାଣ୍ଠି ପ୍ରିୟ ହୋଇଥାନ୍ତି
সমার্থক : ଆଭରଣ, ଆଭୂଷଣ, ଗହଣାଗାଣ୍ଠି, ଭୂଷଣ
অন্যান্য ভাষায় অনুবাদ :
অর্থ : ସାହିତ୍ୟରେ ବର୍ଣ୍ଣନା କରିବାର ସେହି ରୀତି ଯେଉଁଥିରେ ଚମତ୍କାର ଓ ରୋଚକତା ଆସେ
উদাহরণ :
ଅଳଙ୍କାର ଦୁଇ ପ୍ରକାର ହୋଇଥାଏ,ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର
সমার্থক : ଅଳଂକାର
অন্যান্য ভাষায় অনুবাদ :