অর্থ : ଅଲଗା ହେବାର ପ୍ରକ୍ରିୟା, ଅବସ୍ଥା ବା ଭାବ
উদাহরণ :
ବିବାହ ପରେ ପରେ ହିଁ ତାଙ୍କୁ ବିଚ୍ଛେଦ ଦୁଃଖ ସହିବାକୁ ପଡ଼ିଲା
অন্যান্য ভাষায় অনুবাদ :
অর্থ : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
উদাহরণ :
ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
সমার্থক : ବିଚ୍ଛିନ୍ନ, ବିଚ୍ଛେଦ, ମୂଳଉତ୍ପାଟନ
অন্যান্য ভাষায় অনুবাদ :
অর্থ : ଅଲଗା ବା ପୃଥକ ହୋଇଥିବା ବସ୍ତୁ
উদাহরণ :
ଅଲଗା ଥିବା ବସ୍ତୁରେ ମୋର ଜିନିଷ ନାହିଁ
সমার্থক : ପୃଥକ
অন্যান্য ভাষায় অনুবাদ :
अलग या पृथक की हुई वस्तु।
पृथक्कृत वस्तुओं में मेरा सामान नहीँ है।অর্থ : ଅଲଗା ମତ ବା ଅନ୍ତର ହେବା
উদাহরণ :
ଦୂରେଇ ଛିଡ଼ା ହୁଅ
অন্যান্য ভাষায় অনুবাদ :
অর্থ : ଗୋଟିଏ ପକ୍ଷ ବା ଦୂର
উদাহরণ :
ଦେବାନେବା ତ ଦୂରର କଥା, ସେ ଭଲଭାବେ କଥା ବି କହିଲା ନାହିଁ
অন্যান্য ভাষায় অনুবাদ :
অর্থ : ଯାହାର ବିଭାଜନ ହୋଇଛି
উদাহরণ :
ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି ଅତ୍ୟନ୍ତ ପ୍ରାଚୀନକାଳୀନ ସମାଜ ମଧ୍ୟ କେତେକ ଭାଗରେ ବିଭାଜିତ ଥିଲା
সমার্থক : ବିଭକ୍ତ, ବିଭାଜିତ, ଭେଦିତ
অন্যান্য ভাষায় অনুবাদ :
जिसका विभाजन हुआ हो।
भारत में विभाजित राज्यों की संख्या में वृद्धि हो रही है।অর্থ : ମିଳି ନ ଥିବା
উদাহরণ :
ବିଭିନ୍ନ ଡାଲିକୁ ଅଲଗା ଅଲଗା ରଖ ସରବତରେ ମିଳେଇ ନଥିବା ଚିନି ପାତ୍ର ତଳେ ବସି ଯାଇଛି
সমার্থক : ଅମିଶ୍ରିତ
অন্যান্য ভাষায় অনুবাদ :