অর্থ : ଯାହାର ସୀମା ନାହିଁ
উদাহরণ :
ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
সমার্থক : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମୀତ, ଅସୀମ, ଅସୀମିତ, ସୀମାହୀନ
অন্যান্য ভাষায় অনুবাদ :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।অর্থ : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ
উদাহরণ :
ସୃଷ୍ଟି ଅମାପ ସମ୍ପଦର ଖଣି
সমার্থক : ଅପରିମିତ, ଅପର୍ଯ୍ୟାପ୍ତ, ଅସୀମ
অন্যান্য ভাষায় অনুবাদ :
Impossible to measure.
Unmeasurable reaches of outer space.